Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଓଡ଼ିଶାରେ ପୁଣି ଥରେ କରୋନା ସଂକ୍ରମଣ : ସଜାଗ ନ ରହିଲେ ସଂକ୍ରମିତ ହେବାର ଆଶଙ୍କା ଅଧିକ

30/10/2020 at 2:44 PM

ଭୁବନେଶ୍ବର ୩୦/୧୦:  ଶୀତରେ କରୋନା ବଢିବା ସମ୍ଭାବନା ରହିଛି। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି। ବର୍ତମାନ  ସଂକ୍ରମଣ ହ୍ରାସ ପାଇଛି । ଦୈନିକ ୧୫୦୦ ପାଖାପାଖି ରହୁଛି। ଭୁବନେଶ୍ୱରରେ ୧୦୦ ପାଖା ପାଖି ପହଂଚିଛି।

ପୂଜାରେ ବଢିବ ବୋଲି ଆଶଙ୍କା କରାଯାଉଥିଲା,ଲୋକଙ୍କ ସହଯୋଗ ଯୋଗୁଁ ଏହା କମିଛି,ତାଳମୁହାଁ ହେବାର ସ୍ଥିତି ଦେଖାଯାଇଛି। ଓଡ଼ିଶାରେ ବି ଇନଫେକ୍ସନ ହେଉଛି। କିନ୍ତୁ ବହୁତ କମ। ଆଇଏଲଏସ ରେ ଟେଷ୍ଟ ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩-୪ ଜଣଙ୍କର ରି ଇଂଫେକ୍ସନ ହୋଇଛି। ଏହା ବିଷୟରେ ଆଇଏଲଏସ ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

ସେମାନଙ୍କ ଦେହରେ କେଉଁ ଷ୍ଟ୍ରେନ ରହୁଛି ଅନୁଧ୍ୟାନ କରାଯାଉଛି ।ପୁରୁଣା ଷ୍ଟ୍ରେନ ନା ନୂଆ ଷ୍ଟ୍ରେନ ରିସର୍ଚ୍ଚ ଏନେଇ କରାଯିବ। ଭ୍ୟାକ୍ସିନ ପାଇଁ ଡାଟା ବେଶ ପ୍ରସ୍ତୁତ ହେଉଛି।କେନ୍ଦ୍ର ଓ ରାଜ୍ୟ ସରକାର ଡାଟା ବେସ ପ୍ରସ୍ତୁତ କରୁଛନ୍ତି। ରାଜ୍ୟରେ ବି ସେକେଣ୍ଡ ୱେଭ ସମ୍ଭାବନା ରହୁଛି।ଲୋକ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି। ଯେହେତୁ ନୂଆ ଭାଇରସ କିଛି କହିଵା ମୁସ୍କିଲ।୨୦୨୧ ଜାନୁଆରୀ- ଫ୍ରେବ୍ରୁଆରୀ ସୁଦ୍ଧା ଟିକା ଆସିବା ନେଇ ଆଶା କରାଯାଉଛି।

   Related Posts