Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦେବଗଡ କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ, ଧାରଣା ଦେଲେ ୨୨ ଆକ୍ରାନ୍ତ

27/05/2020 at 2:05 PM

ଦେବଗଡ ୨୭।୫: କରୋନା ଆକ୍ରାନ୍ତଙ୍କ ଧାରଣା । ଦେବଗଡ କୋଭିଡ୍ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ହସ୍ପିଟାଲରେ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ୨୨ ଜଣ ଆକ୍ରାନ୍ତ ଧାରଣା ଆରମ୍ଭ କରିଛନ୍ତି ।

ଉପଯୁକ୍ତ ଚିକିତ୍ସା ସୁବିଧା ନମିଳିବା, ହସ୍ପିଟାଲ ପରିସରକୁ ସଫା ସୁତୁରା ନ ରଖିବା, ରୋଗୀଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏମିତିକି ଯଦି ସଫାସୁତୁରା କରିବାକୁ କର୍ମଚାରୀ ନାହାନ୍ତି ତାହେଲେ ସେମାନଙ୍କୁ ବିଭିନ୍ନ ସାଜ ସରଞ୍ଜାମ ଯୋଗାଇ ଦେଲେ ସେମାନେ ନିଜେ ସଫା କରିବେ ବୋଲି ଅନୁରୋଧ କରିଛନ୍ତି କରୋନା ଆକ୍ରାନ୍ତ ।

   Related Posts