Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଗୋଟିଏ ମାସରେ ଚତୁର୍ଥଥର : ଆନ୍ଧ୍ରରେ ପୁଣି ଜେସିବିରେ ବୁହାହେଲା କରୋନା ରୋଗୀଙ୍କ ମୃତଦେହ

10/07/2020 at 4:35 PM

ହାଇଦ୍ରାବାଦ ୧୦/୦୭ : ଆନ୍ଧ୍ର ପ୍ରଦେଶ ନେଲ୍ଲୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | କରୋନା ରୋଗୀଙ୍କ ମୃତାଧ ଜେସିବିରେ ବୁହାହେବା ଘଟଣା ସାମ୍ନାକୁ ଆସିଛି | କରୋନା ରୋଗୀଙ୍କ ମୃତଦେହକୁ ପୋତିବା ପାଇଁ ଜେସିବି ବ୍ୟବହାର କରାଯାଇଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଆନ୍ଧ୍ର ପ୍ରଦେଶରୁ ଲଗାତାର ଏହିଭଳି ଘଟଣା ସାମ୍ନାକୁ ଆସୁଛି | ବାରମ୍ବାର ଏହିଭଳି ଭୁଲ ଦୋହରାଉଥବା ଦେଖି ପ୍ରଶାସନ ବିରୋଧରେ ଲୋକଙ୍କ କ୍ରୋଧ ବଢ଼ିବାରେ ଲାଗିଛି | କରୋନା ରୋଗୀଙ୍କ ମୃତଦେହକୁ ଜେସିବିରେ ଉଠାଇବା ମାମଲା ଏହା ଆନ୍ଧ୍ର ପ୍ରଦେଶରେ ଚତୁର୍ଥ ମାମଲା | ମାମଲାକୁ ଗମ୍ଭୀରତାର ସହ ନେଇ ଜିଲ୍ଲା ଅଧିକାରୀ ତଦନ୍ତ ନିର୍ଦେଶ ଦେଇଛନ୍ତି |

   Related Posts