Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଗଞ୍ଜାମରେ ଆଜିଠୁ କରୋନା କଟକଣା କଡାକଡି, ୫ ଗାଁରେ ଲାଗିଲା ୧୪୪ ଧାରା

8/04/2021 at 9:20 AM

ଗଞ୍ଜାମ, ୦୮।୦୪:  ଗଞ୍ଜାମ ଜିଲ୍ଲାରେ କରୋନା କଟକଣା କଡାକଡି । ଗୁରୁବାରଠାରୁ ଜିଲ୍ଲାରେ କଟକଣା କଡାକଡି କରାଯିବ ।  ଏହାସହ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଜିଲ୍ଲାରେ ପ୍ରଥମ ଥର ପାଇଁ ଅ।ସିକା ଥାନା ଅଞ୍ଚଳର ରୁଷିକୁଲ୍ୟା ନଦୀର ଚାରିପାଖରେ ଥିବା ପାଞ୍ଚ ଖଣ୍ଡ ଗାଁରେ ୧୪୪ ଧାରା ଲାଗୁ କରାଯାଇଛି । ଅ।ସନ୍ତା ୯ ତାରିଖ ଦିନ ମହା ବାରୁଣି ସ୍ନାନ ବା ବୁଡ ରହିଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବାର ଅ।ଶଙ୍କା ରହିଛି । ତେଣୁ ଏଠାରେ ୧୪୪ ଧାରା ଲାଗୁ ହୋଇଛି ।

ପଢାଳ, ରଘୁନାଥପୁର, ବିଜୁ ପଟ୍ଟନାୟକ ଛକ, ପୁଡୁକେଶ୍ଵରପଲ୍ଲି, କାଳଷଣ୍ଢପୁର ଓ ବରଗାଁରେ ଏହି ନିୟମ ବଳ ବତ୍ତର ରହିବ । ଏନେଇ ଅ।ସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

   Related Posts