କ୍ୟାନସର ହସ୍ପିଟାଲରେ କରୋନା...

Published By : Prameya-News7 Bureau | June 24, 2020 IST

କଟକ୨୪/୬: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରୋନା ସଂକ୍ରମିତ ଚିହ୍ନଟ। ହସ୍ପିଟାଲ ଇମର୍ଜେନ୍‌ସି ଓ୍ବାର୍ଡରେ ଜଣେ ରୋଗୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଇମର୍ଜେନ୍‌ସି ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ ଗଞ୍ଜାମ ଜିଲ୍ଲାର ରୋଗୀ। ଏହି କରୋନ ଚିହ୍ନଟ ପରେ ସେହି ଓ୍ବାର୍ଡ଼କୁ ସିଲ୍‌ କରି ସାନିଟାଇଜ୍‌ କରାଯାଉଛି । ସଂପୃକ୍ତ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ହସ୍ପିଟାଲ ଷ୍ଟାଫମାନଙ୍କର କୋଭିଡ୍‌ ଟେଷ୍ଟ ହେବ ବୋଲି କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.