Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ଭୟ : ଆତ୍ମହତ୍ୟା କଲେ ପରିବାରର ସବୁ ସଦସ୍ୟ, ସୁଇସାଇଡ୍ ନୋଟରେ ଲେଖିଥିଲେ…

24/06/2021 at 8:43 AM

କର୍ନୁଲ,୨୪/୦୬: କରୋନା ଭୟରେ ଆତ୍ମହତ୍ୟା କଲା ପୁରା ପରିବାର । ଆନ୍ଧ୍ରପ୍ରଦେଶର କର୍ନୁଲରେ ରହୁଥିବା ଏକ ପରିବାର ସମସ୍ତ ୪ ଜଣ ସଦସ୍ୟ କରୋନା ଭୟରେ ଆତ୍ମହତ୍ୟା କରିଛନ୍ତି । ଟିଭି ମେକାନିକ ଭାବେ କାମ କରୁଥିବ ପ୍ରଶାନ୍ତ(୪୨), ତାଙ୍କ ପତ୍ନୀ(୩୬) ସମେତ ପୁଅ(୧୭) ଓ ଝିଅ(୧୪) ଆତ୍ମହତ୍ୟା କରିଛନ୍ତି । ମୃତଦେହଗୁଡିକ ନିକଟରୁ ମିଳିଥିବା ସୁଇସାଇଡ ନୋଟରୁ ଏହା ଜଣାପଡିଛି । କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ଭୟରେ ସେମାନେ ଏପରି କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ଅଛି ।

ତାଙ୍କର ଅନେକ ବନ୍ଧୁ ପରିଜନଙ୍କର କରୋନାରେ ମୃତ୍ୟୁ ହେବା ପରେ ତାଙ୍କ ମନରେ ସଂକ୍ରମିତ ହେବାର ଭୟ ଥିଲା । ଏଣୁ ଏହି ଚିନ୍ତାରେ ସେମାନେ ସାମୁହିକ ଭାବେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ ଅଛି । ସମସ୍ତଙ୍କର ଶବ ବ୍ୟବଚ୍ଛେଦ କରିବାକୁ ପଠାଯାଇଛି । ପୁଲିସ ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରି ଦେଇଛି ।

   Related Posts