ଭୁବନେଶ୍ୱରରୁ ଆଉ ୧୩୩ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୨୦୦
10/08/2020 at 6:42 PM

ଭୁବନେଶ୍ୱର, ୧୦|୦୮: ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୦୦ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ପଜିଟିଭ୍ ସଂଖ୍ୟା ୪୦୬୨ରେ ପହଁଚିଛି ।
Update on newly detected & cured #COVID19 cases in the last 24 hrs under the BMC area on 10th Aug 2020(till 9am).
— BMC (@bmcbbsr) August 10, 2020
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/MoWDeivPIn
ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୩୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏବେସୁଦ୍ଧା ମୋଟ୍ ୪୦୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ୨୬୭୩ ଆରୋଗ୍ୟ ହୋଇଛନ୍ତି । ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ୧୩୬୭ଟି ସକ୍ରିୟ କେସ୍ ରହିଛି ।