Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ନୂଆପଡ଼ା ଷ୍ଟ୍ରେନ୍‌ର ଚାଲିଛି ସମୀକ୍ଷା, କେନ୍ଦ୍ରକୁ ଅଧିକ ଟିକା ଦେବା ପାଇଁ ଚିଠି

3/04/2021 at 1:05 PM

ଭୁବନେଶ୍ୱର ୦୩।୦୪: ଚିନ୍ତା ବଢାଇଲାଣି କରୋନା ଭାଇରସର ନୂଆ ରୂପ । ଯାହାକୁ ନେଇ ଆକ୍ସନରେ ଆସିଛି ପ୍ରଶାସନ । ନୂଆପଡ଼ାରେ କରୋନା ଷ୍ଟ୍ରେନ୍‌କୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଗୁରୁତପୂର୍ଣ୍ଣ ସୂଚନା ।

ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ଷ୍ଟ୍ରେନ ଆସିଛି, ତାହା ସଂକ୍ରମଣ ଅଧିକ ବେଗରେ କରୁଛି।  ନୂଆପଡ଼ା ଯେହେତୁ ଛତିଶଗଡ଼ ସୀମାରେ ଅଛି, ସେଠି ସଂକ୍ରଣ  ବଢୁଛି । ନୂଆପଡ଼ା ପ୍ରଶାସନ ଏହି ନୂଆ ଷ୍ଟ୍ରେନ ନେଇ ସମୀକ୍ଷା କରୁଛି। ଗତକାଲି ୨ଲକ୍ଷ ୫୨ହଜାର କରାଯାଇଛି। ବର୍ତ୍ତମାନ ଯେତିକି ଟୀକା ଅଛି, ଆଉଁ ୪ ଦିନ ଯିବ। ତେଣୁ କେନ୍ଦ୍ରକୁ ଅଧିକ ଟୀକା ଦେବା ପାଇଁ ପତ୍ର ଲେଖାଯାଇଛି। ଏପରି ଭାବେ ମଗାଯାଇଛି କି ଆଗାମୀ ୧୫ ଦିନ ପାଇଁ କାମ ଚାଲି ପାରିବ। ଏ ଯାଏ ସମୁଦାୟ ୨୮ଲକ୍ଷ ୬୬,୨୫୫ ଜଣଙ୍କୁ ଟୀକା ଦିଆଯାଇଛି। ଏବେ ଲକ୍‌ଡାଉନ୍‌ ସ୍ଥିତି ଆସି ନାହିଁ। କୌଣସି ମୁହୂର୍ତ୍ତରେ ବି ଆବଶ୍ୟକ ପଡି ପାରେ ବୋଲି ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ମହଜୁଦ ରଖିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଛି।

   Related Posts