Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଭାଇରାଲ୍ ବୟ ତ୍ରୈଲୋକ୍ୟଙ୍କ କରୋନା ମନ୍ତ୍ର, ‘ମାସ୍କ ପିନ୍ଧନ୍ତୁ, ସାନିଟାଇଜର ଲଗାନ୍ତୁ’

8/05/2021 at 12:44 PM

ବାଲିପାଟଣା ୮।୫: ଜୟ ଜଗନ୍ନାଥ… ମୁଁ ମାସ୍କ ପିନ୍ଧୁଛି । ମୁଁ ସାନିଟାଇଜର ଲଗଉଛି । ମୁଁ କ’ଣ ଶୁଣିଲି ଯେ କିଛି ଅମାନିଆ ଲୋକ ନିୟମ ମାନୁନାହାନ୍ତି ।ଏଭଳି କିଛି କଥା କହି କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି ରାଜଧାନୀ ଉପକଣ୍ଠ ବାଲିପାଟଣା ଆମଣାକୁଦ ଗ୍ରାମର ଭାଇରାଲ ବୟ ତ୍ରୈଲୋକ୍ୟ । ସମସ୍ତେ ମାସ୍କ ପିନ୍ଧିବା, ସାନି ଟାଇଜର ବ୍ୟବହାର କରିବା ପାଇଁ ତ୍ରୈଲୋକ୍ୟ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି… ଏଭଳି କିଛି କହି ସାରା ରାଜ୍ୟରେ ଲୋକପ୍ରିୟ ଚେହେରା ପାଲଟିଛନ୍ତି ପ୍ରଥମ ଶ୍ରେଣୀର ଏହି କୁନି ଛାତ୍ର ତ୍ରୈଲୋକ୍ୟ । ନିଜ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରିବା ସହ ଦୂର ବିଦ୍ୟାଳୟକୁ ଗଲେ କେଉଁ କେଉଁ ସମସ୍ୟା ହେବ ଏବଂ ବିଦ୍ୟାଳୟକୁ ନ ଉଠାଇବାକୁ ମଧ୍ୟ ସେ ସରକାରଙ୍କୁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ତ୍ରୈଲୋକ୍ୟ ଦେଇଥିବା ପ୍ରତିକ୍ରିୟା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।

   Related Posts