Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ତ୍ବଚାର ସୈାନ୍ଦର୍ଯ୍ୟକୁ ବଢ଼ାଇଥାଏ ଧନିଆଁ ପତ୍ର : ଏପରି କରନ୍ତୁ ବ୍ୟବହାର

17/01/2019 at 4:59 PM

ଆମ ସ୍ବାସ୍ଥ୍ୟ ପାଇଁ ଧନିଆଁ ପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ପ୍ରୋଟିନ୍,ମିନେରାଲ୍,ଫାଇବର,ଆଇରନ୍,କାର୍ବୋହାଇଡ୍ରେଟ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ସ୍ବାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। ଏହା ଦ୍ବାରା ତ୍ବଚାର ସୈାନ୍ଦର୍ଯ୍ୟ ବଢ଼ିଥାଏ। ଏହା ପେଟ ସମସ୍ୟାକୁ ଦୂରକରି ହଜମ ଶକ୍ତିକୁ ବଢ଼ାଇଥାଏ।

-ଏଥିରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ ଯାହା ଦ୍ବାରା ମୁହଁରେ ହୋଇଥିବା ଛାଲ ଦୂର ହୋଇଥାଏ। ୨ଚାମଚ ଧନିଆଁ ପତ୍ର ଜୁସକୁ ଚିମୁଟାଏ ହଳଦୀରେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ବ୍ରଣରେ ଲଗାନ୍ତୁ। ଏହା ଦ୍ବାରା ବ୍ରଣ ସମସ୍ୟା ଦୂର ହେବ।

– ସବୁଜ ଧନିଆଁ ପତ୍ରରେ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ଥାଏ ଯାହା ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପ୍ରତିଦିନ ଖାଦ୍ୟରେ ଧନିଆଁ ପତ୍ର ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ।

– କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

– ଯଦି ଆପଣଙ୍କର କଳାଜାଇ ରହିଛି ତେବେ ଆପଣ ଧନିଆଁ ପତ୍ର ବାଟି ମିଶ୍ରଣ କରନ୍ତୁ ଏବଂ ପ୍ରତିଦିନ ଜାଇରେ ଲଗାନ୍ତୁ। ଏହା ଦ୍ବାରା ଜାଇ ସମସ୍ୟା ଦୂର ହେବ।

– ଯଦି ଆପଣଙ୍କୁ ଦୁର୍ବଳତା ଅନୁଭବ ହେଉଥାଏ ତେବେ ୨ଚାମଚ ଧନିଆଁ ରସରେ ୧୦ଗ୍ରାମ୍ ମିଶ୍ରି ଏବଂ ଅଧ ଗିନା ପାଣି ମିଶାଇ ସକାଳେ ସନ୍ଧ୍ୟାରେ ପିଇଲେ ଲାଭ ମିଳିଥାଏ।

   Related Posts