ଘର ଭିତରୁ ଠିକାଦାରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 12, 2019 IST

ଝାରସୁଗୁଡା  ୧୨/୮: ଘର ଭିତରୁ ଠିକାଦାରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଝାରସୁଗୁଡା ଥାନା ଅନ୍ତର୍ଗତ ଏକାତାଲି ଅଞ୍ଚଳରେ ଭଡା ଘରୁ ମୃତଦେହ ମିଳିଛି। ମୃତ ଠିକାଦାର ହେଲେ ହସିନ ଦୁଲ ରହେମାନ।

{"id":143586}

ହସିନ୍‌ଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ। ହସିନ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଘଟଣାସ୍ଥଳକୁ ସ୍ଥାନୀୟ ପୋଲିସ ସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

{"id":143587}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.