ଝାରସୁଗୁଡା୧୦/୧: ୧୧ ଜଣ କରୋନା ପଜିଟିଭ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କଲା ଜିଲ୍ଲା ପ୍ରଶାସନ। ଝାରସୁଗୁଡା ସହରାଞ୍ଚଳର ବେହେରାମାଲ ନିକଟସ୍ଥ ବୃନ୍ଦାବନ କଲୋନୀରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏହାପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଘୋଷଣା କରିଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ସଂପୃକ୍ତ ଅଞ୍ଚଳକୁ ଭଲ ଭାବେ ସାଇନିଟାଇଜ ମଧ୍ୟ କରାଯାଇଛି।
ନିର୍ବାଚନ ଆଚରଣ ବିଧି ଉଲଂଘନ ଓ ବିଜେପି ଗୋଟିଏ ମୁଦ୍ରା...