Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କଣ୍ଟେନମେଣ୍ଟ ଜୋନ୍‌ର ବାସିନ୍ଦା କେମିତି ହେଉଛନ୍ତି, ଦେଖନ୍ତୁ

21/07/2020 at 10:15 PM

ଭଦ୍ରକ୨୧/୭: ଭଦ୍ରକ ଜିଲ୍ଳାର ବିଭିନ୍ନ ସ୍ଥାନରେ ସଟଡାଉନ୍, କଣ୍ଟେନମେଣ୍ଟ୍ ଏବଂ ବରଫ​‌ ଜୋନ୍ ଭାବେ ଜିଲ୍ଳା ପ୍ରଶାସନ ଘୋଷଣା କରିଛି। କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ସୁବିଧା ପାଇଁ ପ୍ରଶାସନ କେତେକ କଟକଣା ଜାରୀ କରିଛି । କିନ୍ତୁ ଲୋକେ କଣ ବୁଝୁଛନ୍ତି । ବିନା କାରଣରେ ଲୋକେ ବାହାରେ ବୁଲୁଛନ୍ତି।

ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲାର ଏକ କଣ୍ଟେନମେଣ୍ଟ ଜୋନର । ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ବିଗୁଡୁଛି। ବର୍ତମାନ ସୁଦ୍ଧା  ୩୦୬ ଜଣ ସୁସ୍ଥ ହୋଇଥିଲା ବେଳେ ୮୬ଟି ଆକ୍ଟିଭ କେଶ ଥିବା ବେଳେ  ୧ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ଭଦ୍ରକ ପୌରପାଳିକା ଓ ଧାମନଗର ଏନ ଏ ସିକୁ ଲକଡାଉନ କରିଦିଆଯିବା ସହ ବହୁ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

   Related Posts