କଣ୍ଟେନମେଣ୍ଟ ଜୋନ୍‌ର ବାସିନ୍ଦା କେମିତି ହେଉଛନ୍ତି, ଦେଖନ୍ତୁ

Published By : Prameya-News7 Bureau | July 21, 2020 IST

ଭଦ୍ରକ୨୧/୭: ଭଦ୍ରକ ଜିଲ୍ଳାର ବିଭିନ୍ନ ସ୍ଥାନରେ ସଟଡାଉନ୍, କଣ୍ଟେନମେଣ୍ଟ୍ ଏବଂ ବରଫ​‌ ଜୋନ୍ ଭାବେ ଜିଲ୍ଳା ପ୍ରଶାସନ ଘୋଷଣା କରିଛି। କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ସୁବିଧା ପାଇଁ ପ୍ରଶାସନ କେତେକ କଟକଣା ଜାରୀ କରିଛି । କିନ୍ତୁ ଲୋକେ କଣ ବୁଝୁଛନ୍ତି । ବିନା କାରଣରେ ଲୋକେ ବାହାରେ ବୁଲୁଛନ୍ତି।

wp:html /wp:html

ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲାର ଏକ କଣ୍ଟେନମେଣ୍ଟ ଜୋନର । ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ବିଗୁଡୁଛି। ବର୍ତମାନ ସୁଦ୍ଧା  ୩୦୬ ଜଣ ସୁସ୍ଥ ହୋଇଥିଲା ବେଳେ ୮୬ଟି ଆକ୍ଟିଭ କେଶ ଥିବା ବେଳେ  ୧ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ଭଦ୍ରକ ପୌରପାଳିକା ଓ ଧାମନଗର ଏନ ଏ ସିକୁ ଲକଡାଉନ କରିଦିଆଯିବା ସହ ବହୁ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.