କଟକ ଷଷ୍ଠ ବାଟାଲିଆନ୍ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | May 30, 2018 IST

କଟକ ଷଷ୍ଠ ବାଟାଲିଆନ୍ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର । ଷଷ୍ଠ ବାଟାଲିଆନ ପରିସରରେ ଥିବା ପୋଖରିରୁ କନଷ୍ଟେବଲଙ୍କ ମୃତଦେହ ମିଳିଛି । ମୃତ କନଷ୍ଟେବଲ ହେଲେ ଏମ୍.କ୍ରିଷ୍ଣାରାଓ । ଗତକାଲିଠାରୁ ସେ ନିଖୋଜ ଥିଲେ । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.