Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିଧାନସଭାରେ କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କ ତାଲିକା

24/05/2019 at 12:19 AM

ଭୁବନେଶ୍ୱର ୨୪।୫: ବିଳମ୍ବିତ ରାତି ସୁଦ୍ଧା ମିଳିଥିବା ସୂଚନାନୁସାରେ କଂଗ୍ରେସର ୫  ବିଧାନସଭା ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ବଲାଙ୍ଗିରରେ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ନେତା ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି । ୬ ହଜାର ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜୟ ହାସଲ କରିଛନ୍ତି ନରସିଂହ ମିଶ୍ର । ସେହିଭଳି ଜଟଣୀରେ ସୁର ରାଉତରାୟ ବିଜୟୀ ହୋଇଛନ୍ତି । ତେବେ ଦେଖନ୍ତୁ ତାଲିକା….

କଂଗ୍ରେସ ବିଧାନସଭା ବିଜୟୀ ପ୍ରାର୍ଥୀ ତାଲିକା

ନରସିଂହ ମିଶ୍ର –ବଲାଙ୍ଗିର
ସୁର ରାଉତରାୟ- ଜ଼ଟଣୀ
ମହମ୍ମଦ ମୋକିମ୍- କଟକ ବାରବାଟୀ
ତାରାପ୍ରସାଦ ବାହିନୀପତି- ଜୟପୁର
ଅଧିରାଜ ପାଣିଗ୍ରାହୀ – ଖରିଆର୍

   Related Posts