ବିଧାନସଭାରେ କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କ ତାଲିକା

Published By : Prameya-News7 Bureau | May 24, 2019 IST

ଭୁବନେଶ୍ୱର ୨୪।୫: ବିଳମ୍ବିତ ରାତି ସୁଦ୍ଧା ମିଳିଥିବା ସୂଚନାନୁସାରେ କଂଗ୍ରେସର ୫  ବିଧାନସଭା ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ବଲାଙ୍ଗିରରେ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ନେତା ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି । ୬ ହଜାର ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜୟ ହାସଲ କରିଛନ୍ତି ନରସିଂହ ମିଶ୍ର । ସେହିଭଳି ଜଟଣୀରେ ସୁର ରାଉତରାୟ ବିଜୟୀ ହୋଇଛନ୍ତି । ତେବେ ଦେଖନ୍ତୁ ତାଲିକା….

କଂଗ୍ରେସ ବିଧାନସଭା ବିଜୟୀ ପ୍ରାର୍ଥୀ ତାଲିକା

ନରସିଂହ ମିଶ୍ର –ବଲାଙ୍ଗିର
ସୁର ରାଉତରାୟ- ଜ଼ଟଣୀ
ମହମ୍ମଦ ମୋକିମ୍- କଟକ ବାରବାଟୀ
ତାରାପ୍ରସାଦ ବାହିନୀପତି- ଜୟପୁର
ଅଧିରାଜ ପାଣିଗ୍ରାହୀ – ଖରିଆର୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.