ବିଜେପି ସହ ସମକକ୍ଷ ନହେବାରୁ ମା'ଙ୍କୁ ଟାର୍ଗେଟ କଲା କଂଗ୍ରେସ : ନରେନ୍ଦ୍ର ମୋଦି

Published By : Prameya-News7 Bureau | November 24, 2018 IST

କଂଗ୍ରେସର ବରିଷ୍ଠ ନେତା ରାଜ ବାବର ତୈଳଦର ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କୁ ଟାର୍ଗେଟ କରିବା ଘଟଣା ଏଭଳି ମନ୍ତବ୍ୟ ଉପରେ ମତ ରଖିଲେ ପ୍ରଧାନମନ୍ତ୍ରୀ । ଆଜି ମଧ୍ୟ ପ୍ରଦେଶରେ ଛତରପୁରରେ ଏକ ନିର୍ବାଚନ ସଭାରେ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନ ମନ୍ତ୍ରୀ କହିଛନ୍ତି କଂଗ୍ରେସ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ ସହ ପ୍ରତିଯୋଗୀତା କରିବାରେ ସମକକ୍ଷ ନହେବାରୁ ଏବେ ତାଙ୍କ ମାଙ୍କୁ ଟାର୍ଗେଟ୍‌ କରିଛି । ଆଉ ଏହାକୁ ଏକ ବିବାଦୀୟ ପ୍ରସଙ୍ଗ କରୁଛି । ଦିର୍ଘ ୧୫ବର୍ଷ ଧରି ମଧ୍ୟପ୍ରଦେଶ ଜନାତ କଂଗ୍ରେସକୁ ଯବାବ ଦେଇ ଆସୁଥିବା ବେଳେ ପୁଣି ଥରେ  ବିଜେପି ନିଶ୍ଚିତ ଭାବେ ମଧ୍ୟ ପ୍ରଦେଶରେ ସରକାର ଗଢିବ ବୋଲି ମୋଦି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗତକାଲି  କଂଗ୍ରେସ ନେତା ରାଜବବ୍ବର ମଧ୍ୟ ପ୍ରଦେଶର ଇଣ୍ଡୋରେ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କ ବୟସ ସହ ଦେଶର ତୈଳଦରକୁ ତୁଳନା କରିଥିଲେ ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.