ଶିଶୁ ନିର୍ଯାତନା ଏବଂ ନିଖୋଜ ଘଟଣା ପ୍ରତିବାଦରେ ଅନୁଗୋଳ ଏସ୍ପି ଅଫିସ୍ ଆଗରେ ଜିଲ୍ଲା କଂଗ୍ରେସର ଧାରଣା
21/12/2020 at 5:41 PM

ଅନୁଗୋଳ୨୧/୧୨: ଶିଶୁ ନିର୍ଯାତନା ଓ ଶିଶୁ ନିଖୋଜ ବୃଦ୍ଧି ପ୍ରତିବାଦରେ ଅନୁଗୋଳ ଏସ୍ପି ଅଫିସ ଆଗରେ ଧାରଣା ଦେଲା ଜିଲ୍ଲା କଂଗ୍ରେସ।ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏହି ଧାରଣାରେ ବସି ରହିଛନ୍ତି। ସାରା ରାଜ୍ୟରେ ନୟାଗଡ଼ର ପରୀ ଭଳି ଅନେକ ଶିଶୁ ନିର୍ଯାତନାର ଶିକାର ହୋଇଛନ୍ତି।
ବହୁ ଶିଶୁଙ୍କୁ ହତ୍ୟା କରାଯାଇଛି। କେବଳ ସରକାରଙ୍କ ଅପାରଗତା ଏବଂ ପୋଲିସ ନିଷ୍କ୍ରିୟତା ଯୋଗୁଁ ଏମିତି ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ କଂଗ୍ରେସ ଏହାର ଦୃଢ଼ ପ୍ରତିବାଦ କରି ସାରା ରାଜ୍ୟରେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି।
Related Posts
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021