Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଟିକେଟ କସରତ : ଦିଲ୍ଲୀରେ ଚାଲିଛି କଂଗ୍ରେସର ମାନସମନ୍ଥନ

12/03/2019 at 11:05 AM

ଦିଲ୍ଲୀ ୧୨/୩ : ଟିକେଟ ମାମଲାରେ ଗୋଟିଏ ପାଦ ଆଗରେ ଅଛି କଂଗେସ | ଟିକେଟ ଚୂଡାନ୍ତ କରିବା ପାଇଁ ଦିଲ୍ଲୀରେ ଚଳାଇଛି ମାନସମନ୍ଥନ | ସୂଚନା ଅନୁଯାୟୀ ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଉପରେ ବୈଠକ ବସିଛି | କିନ୍ତୁ ଚୂଡାନ୍ତ ନିଷ୍କର୍ସ ବାହାରି ପାରିନାହିଁ | ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଲାଗି ଆସନ୍ତା ୧୬ ତାରିଖରେ ସ୍କ୍ରିନିଙ୍ଗ କମିଟି ବୈଠକ ବସିବ | ପ୍ରଦେଶ ଇଲେକ୍ସନ କମିଟିର ଦିଆଯାଇଥିବା ସମ୍ଭାବ୍ୟ ତାଲିକା ଉପରେ ଗତକାଲି ସ୍କ୍ରିନିଙ୍ଗ କମିଟି ବୈଠକ ବସିଥିଲା | ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଏବଂ ସ୍କ୍ରିନିଙ୍ଗ କମିଟି ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ | ଆଜି ଅହମଦାବାଦରେ AICC ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଥିବାରୁ ଗତକାଲି ତାଲିକା ଚୂଡାନ୍ତ ହୋଇପାରିନଥିଲା |

   Related Posts