ଜୟପୁରରେ କଂଗ୍ରେସ ସ୍କ୍ରିନିଂ କମିଟି : କୋରାପୁଟ ଲୋକସଭା ଏବଂ ୭ଟି ବିଧାନସଭା ପାଇଁ ଟିକେଟ୍ ଫାଇନାଲ !

Published By : Prameya-News7 Bureau | February 15, 2019 IST

ଜୟପୁର ୧୫|୨: ନିର୍ଵାଚନ ପାଖେଈ ଆସୁଥିବା ଵେଳେ କଂଗେସ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିଛି। ଆଜି ଜୟପୁର ଠାରେ କଂଗ୍ରେସ କେନ୍ଦୀୟ ସ୍କ୍ରିନିଂ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ନୌଷଦ ସୋଲା ଙ୍କିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କୋରାପୁଟ ଲୋକ ସଭା ଓ ଏହାର ଅଧିନରେ ଆସୁଥିବା ୭ ଟି ଵିଧାନ ସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ନିଜ ସମର୍ଥକଙ୍କ ସହ ଆସି ନିଜ ଦାବିଦାର ଉପସ୍ଥାପନା କରିଥିଲେ।କମିଟି ସମସ୍ତଙ୍କ କଥା ଶୁଣିଥିଵା ଵେଳେ ଏଆଇସିସିକୁ ରିପୋର୍ଟ ଦିଆଯିବ ଓ ଵିଜୟ ସଂଭାଵନା ଥିବା ପ୍ରାର୍ଥୀ ଙ୍କୁ ଅଗ୍ରାଧିକାର ଦିଆଯିବ ଵୋଲି କହିଛନ୍ତି ସ୍କ୍ରିନିଂ କମିଟି ସଦସ୍ୟ ନୌଷଦ ସୋଲାଙ୍କି।ତେଵେ ଏଥର ମହିଳା ଓ ଯୁବ ପ୍ରାର୍ଥୀ ଙ୍କ ଅଗ୍ରାଧିକାର ଦିଆଯିବ ଵୋଲି  ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.