Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଜୟପୁରରେ କଂଗ୍ରେସ ସ୍କ୍ରିନିଂ କମିଟି : କୋରାପୁଟ ଲୋକସଭା ଏବଂ ୭ଟି ବିଧାନସଭା ପାଇଁ ଟିକେଟ୍ ଫାଇନାଲ !

15/02/2019 at 4:36 PM

ଜୟପୁର ୧୫|୨: ନିର୍ଵାଚନ ପାଖେଈ ଆସୁଥିବା ଵେଳେ କଂଗେସ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିଛି। ଆଜି ଜୟପୁର ଠାରେ କଂଗ୍ରେସ କେନ୍ଦୀୟ ସ୍କ୍ରିନିଂ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ନୌଷଦ ସୋଲା ଙ୍କିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କୋରାପୁଟ ଲୋକ ସଭା ଓ ଏହାର ଅଧିନରେ ଆସୁଥିବା ୭ ଟି ଵିଧାନ ସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ନିଜ ସମର୍ଥକଙ୍କ ସହ ଆସି ନିଜ ଦାବିଦାର ଉପସ୍ଥାପନା କରିଥିଲେ।କମିଟି ସମସ୍ତଙ୍କ କଥା ଶୁଣିଥିଵା ଵେଳେ ଏଆଇସିସିକୁ ରିପୋର୍ଟ ଦିଆଯିବ ଓ ଵିଜୟ ସଂଭାଵନା ଥିବା ପ୍ରାର୍ଥୀ ଙ୍କୁ ଅଗ୍ରାଧିକାର ଦିଆଯିବ ଵୋଲି କହିଛନ୍ତି ସ୍କ୍ରିନିଂ କମିଟି ସଦସ୍ୟ ନୌଷଦ ସୋଲାଙ୍କି।ତେଵେ ଏଥର ମହିଳା ଓ ଯୁବ ପ୍ରାର୍ଥୀ ଙ୍କ ଅଗ୍ରାଧିକାର ଦିଆଯିବ ଵୋଲି  ସେ କହିଛନ୍ତି।

   Related Posts