Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରାପଡାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

20/05/2018 at 12:18 PM

ଫୋକସରେ ୨୦୧୯ | ଜୟପୁର,ବଲାଙ୍ଗୀର ପରେ କେନ୍ଦ୍ରାପଡାରେ କଂଗ୍ରେସ କରିଛି ଶକ୍ତି ପ୍ରଦର୍ଶନ | ଡୁହୁରିଆ ଛକ ଠାରୁ ଟାଉନ ହଲ ପର୍ଯ୍ୟନ୍ତ ବିଶାଳ ବାଇକ ରାଲି ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି ଦଳୀୟ କର୍ମୀ | ସାଧାରଣ ନିର୍ବାଚନରେ ବିରୋଧୀଙ୍କୁ ମାତ ଦେବାଲାଗି ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ |

Leave a Reply

   Related Posts