ଆସନ୍ତାକାଲି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ନିର୍ବାଚନୀ ସମାବେଶରେ ଦେବେ ଯୋଗ

Published By : Prameya-News7 Bureau | April 25, 2019 IST

ଭୁବନେଶ୍ବର ୨୫|୪: ଆସନ୍ତାକାଲି ନିର୍ବାଚନ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବାଲେଶ୍ବର ରେମୁଣା ନରହରିପୁରରେ ସମାବେଶ କରିବେ ରାହୁଲ । ଏଥିସହ ଆସନ୍ତାକାଲି ଜଳେଶ୍ବର, କେ।ରେଇରେ ରେ।ଡ୍ ସେ। କରିବେ ଏଆଇସିସି ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ । ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଜଗତସିଂପୁରରେ ରେ।ଡ୍ ସେ। କରିବେ । ଏଥିସହ ନାଉଗାଁରେ ସାଧାରଣ ସଭାରେ ଯେ।ଗ ଦେବେ ଆଜାଦ । ୨୭ରେ କୁଜଙ୍ଗରେ ଓଡିଶା ପ୍ରଭାରୀ ଟିଏସ୍ ସିଂଦେଓ ଓ ଏନଏସୟୁଆଇ ନେତ୍ରୀ ରାଗିଣୀ ନାୟକ ରେ।ଡ୍ ସେ। କରିବା ସହ ସାଧାରଣ ସଭାରେ ଯେ।ଗ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.