Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ନିର୍ବାଚନୀ ସମାବେଶରେ ଦେବେ ଯୋଗ

25/04/2019 at 2:36 PM

ଭୁବନେଶ୍ବର ୨୫|୪: ଆସନ୍ତାକାଲି ନିର୍ବାଚନ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବାଲେଶ୍ବର ରେମୁଣା ନରହରିପୁରରେ ସମାବେଶ କରିବେ ରାହୁଲ । ଏଥିସହ ଆସନ୍ତାକାଲି ଜଳେଶ୍ବର, କେ।ରେଇରେ ରେ।ଡ୍ ସେ। କରିବେ ଏଆଇସିସି ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ । ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଜଗତସିଂପୁରରେ ରେ।ଡ୍ ସେ। କରିବେ । ଏଥିସହ ନାଉଗାଁରେ ସାଧାରଣ ସଭାରେ ଯେ।ଗ ଦେବେ ଆଜାଦ । ୨୭ରେ କୁଜଙ୍ଗରେ ଓଡିଶା ପ୍ରଭାରୀ ଟିଏସ୍ ସିଂଦେଓ ଓ ଏନଏସୟୁଆଇ ନେତ୍ରୀ ରାଗିଣୀ ନାୟକ ରେ।ଡ୍ ସେ। କରିବା ସହ ସାଧାରଣ ସଭାରେ ଯେ।ଗ ଦେବେ ।

   Related Posts