Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଆଜି ବସୁଛି ପ୍ରଦେଶ ଇଲେକ୍ସନ କମିଟି ବୈଠକ

6/03/2019 at 10:57 AM

ଭୁବନେଶ୍ବର ୬|୩ : ଆଜି ବସୁଛି ପ୍ରଦେଶ ଇଲେକ୍ସନ କମିଟି ବୈଠକ । ଦିନ ଗୋଟାଏରୁ ବସୁଥିବା ଏହି ବୈଠକରେ ବିଧାନସଭା ଓ ଲୋକସଭାରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ଆଲୋଚନା କରାଯିବ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ଟିକେଟ ଚୁଡାନ୍ତ ହେବ । ଆସନ ଭାଗବଣ୍ଟା ନେଇ ଲାଗି ରହିଥିବା ଦ୍ବନ୍ଦ ନେଇ ମଧ୍ୟ ଆଲୋଚନା ହେବ । ସିପିଆଇକୁ ୫ ଆସନ ଛାଡିବାକୁ କଂଗ୍ରେସ ରାଜି ଥିବା ବେଳେ ୪ଟି ଆସନ ନେଇ ନିଷ୍ପତ୍ତି ହୋଇସାରିଛି । ଆଉ ଗୋଟିଏ ଆସନ ପାଇଁ ଭାଗବାଣ୍ଟ ଛିଡିନି । ଏପଟେ ସିପିଏମ୍ ମେଣ୍ଟ କରିବାକୁ ମନା କରିଥିଲେ ବି କଂଗ୍ରେସର ସମର୍ଥନ ଲୋଡିଛି । ଜେଏମ୍ଏମ୍କୁ କେତୋଟି ବିଧାନସଭା ଆସନ ଦିଆଯିବ ସେନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯିବ । ୨୧ ଲୋକସଭାରୁ ୩ଟି ଆସନ ସିପିଆଇ, ସିପିଏମ୍ ଓ ଜେଏମ୍ଏମ୍ କୁ ଦେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଛି । ଆଜି ପିଇସି ବୈଠକ ପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ଇଲେକସନ୍ କମିଟିକୁ ପଠାଯିବ । ପୂର୍ବରୁ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି ସାଥିସାନ୍ ୧୦ ତାରିଖ ସୁଦ୍ଧା ଟିକେଟ ତାଲିକା ଚୁଡାନ୍ତ ହେବ ବୋଲି କହିଥିଲେ ।

   Related Posts