ରାଜ୍ୟ କଂଗ୍ରେସ ଭବନରେ ରୁଦ୍ଧଦ୍ବାର ବୈଠକ ପରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | July 15, 2018 IST

କଂଗ୍ରେସର ରୁଦ୍ଧଦ୍ବାର ବୈଠକ ଶେଷ ହୋଇଛି | ବୈଠକ ପରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି - 'ଏଆଇସିସି ମାଗିଥିବା ରିପୋର୍ଟ ଉପରେ ଆଲୋଚନା ଚାଲିଛି, ରାତି ୧୨ଟା ପର୍ଯ୍ୟନ୍ତ ଡେଡଲାଇନ୍ ଅଛି, ଆମେ ଚେଷ୍ଟା କରୁଛୁ ଆଜି ରିପୋର୍ଟ ଦେବାକୁ, ମାଗିଥିବା ୯ଟି ଦିଗ ଉପରେ ରିପୋର୍ଟ ଦିଆଯିବ, ଦୁଇ ଦିନ ଭିତରେ ଘୋଷଣା ହେବ କଂଗ୍ରେସ ବ୍ଲକ ସଭାପତିଙ୍କ ନାମ, ପ୍ରସଙ୍ଗ ଏବଂ କାର୍ଯ୍ୟକ୍ରମ କଣ ହେବ ସେନେଇ ମାନ୍ୟୁପେଷ୍ଟୁ କମିଟି ଓ କୋର କମିଟି ସହ ଆଲୋଚନା ହେବ'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.