Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ପେଟ୍ରୋଲିୟମ ସାମଗ୍ରୀ ଦରବୃଦ୍ଧି ବିରୋଧରେ କଂଗ୍ରେସର ଶୋଭାଯାତ୍ରା, ମୋଦୀଙ୍କ ବ୍ୟାନର ଚିରି ଫଟୋରେ କାଳି ବୋଳିଲେ

27/02/2021 at 5:54 PM

ଢେଙ୍କାନାଳ ୨୭।୦୨: ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଆଦି ପେଟ୍ରୋଲିୟମ ସାମଗ୍ରୀର ଦର ବୃଦ୍ଧି  ପ୍ରତିବାଦରେ ଯୁବ କଂଗ୍ରେସ ଡାକରାରେ ଶନିବାର ଢେଙ୍କାନାଳରେ ଯୁବ କଂଗ୍ରେସ ନେତୃତ୍ୱରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ସହରରେ ବାଇକ୍ ଶୋଭାଯାତ୍ରା କରାଯାଇଛି ।

ଏହି ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ବିଭିନ୍ନ ପେଟ୍ରୋଲ ପମ୍ପକୁ ଯାଇ ପ୍ରଧାନମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କ ପୋଷ୍ଟର ଚିରିବା ସହ ପ୍ରଧାନ ମନ୍ତ୍ରୀଙ୍କ ଫୋଟୋରେ କାଳି ବୋଳିଛନ୍ତି । ଏପରିକି ପେଟ୍ରୋଲିୟମ ସାମଗ୍ରୀର ଅପେକ୍ଷାକୃତ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିର କାରଣ ହୋଇଛି । ଯାହାକି ସାଧାରଣ ଜୀବନ ଶୈଳୀକୁ ଅନେଜ ପ୍ରବାଭିତ କରିବା ସହ ଲୋକମାନଙ୍କୁ ଅସହ୍ୟ କଲାଣି । ଫଳରେ ଆଜିର ଦିନକୁ କଂଗ୍ରେସ ପକ୍ଷରୁ କଳା ଦିବସ ରୂପରେ ପାଳୁଥିବା ଯୁବ କଂଗ୍ରସ ପକ୍ଷରୁ କୁହାଯାଇଛି ।

   Related Posts