Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

କଂଗ୍ରେସ ଛାଡି ଟିଏମସିରେ ଯୋଗଦେବେ ଶତ୍ରୁଘ୍ନ ସିହ୍ନା, ଆସନ୍ତା ୨୧ରେ ବିଦ୍ଧିବଧ ଭାବେ ହୋଇପାରନ୍ତି ସାମିଲ୍

12/07/2021 at 9:25 AM

ପାଟନା ୧୨/୮ : କଂଗ୍ରେସର ବରିଷ୍ଠ ନେତା ଶତ୍ରଘ୍ନ ସିହ୍ନା ଖୁବ୍ ଶିଘ୍ର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସିରେ ଯୋଗ ଦେଇପାରନ୍ତି । ସିହ୍ନାଙ୍କ ନିକଟ ସୂତ୍ରରୁ ଏହି ସବଚନା ମିଳିଛି । ସୂତ୍ରରୁ କୁହାଯଇଛି ଯେ, ଜୁଲାଇ ୨୧ରେ ସହିଦ ଦିବସ କାର୍ଯ୍ୟକ୍ରମରେ ସିହ୍ନା ତ୍ରୁଣମୂଳରେ ସାମିଲ ହୋଇପାରନ୍ତି । ନିକଟରେ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ହିନ୍ଦୀରେ ଏକ ଟୁଇଟ୍ କରିଥିଲେ ।

ଯାହା ପରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଫେରିପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସୂଚନାନୁସାରେ, ନିକଟରେ ହୋଇଥିବା ବେଙ୍ଗଲ ବିଧାନସଭା ନିର୍ବାଚନରେ ​​ବିଜେପିକୁ ପରାସ୍ତ କରିଥିବା ତ୍ରୁଣମୂଳ କଂଗ୍ରେସ ପ୍ରତି ତାଙ୍କର ଅଧିକ ଆଶା ବୃଦ୍ଧି ପାଇଛି । ୨୦୨୪ ଲୋକସଭା ନିର୍ବାଚନରେ ​​ମମତା ବାନାର୍ଜୀ ମୋଦୀଙ୍କ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ ।

ଯେତେବେଳେ ଏହି ବିଷୟରେ ସିହ୍ନାଙ୍କୁ ଏକ ପ୍ରଶ୍ନ ପଚରାଗଲା, ସେ କିଛି କହିବାକୁ ମନା କରିଦେଇଥିଲେ । କିନ୍ତୁ କହିଥିଲେ ଯେ ‘ରାଜନୀତି ସମ୍ଭାବନା ଅନୁସନ୍ଧାନର ଏକ କଳା’। କୋଲକାତାର ତ୍ରୁଣମୁଲ ନେତାଙ୍କ ଏକ ଗୋଷ୍ଠୀ କହିଛନ୍ତି ଯେ ସେମାନେ ଏ ବାବଦରେ ସିହ୍ନାଙ୍କ ସହ ଆଲୋଚନା କରୁଛନ୍ତି । ଆଲୋଚନା ସଠିକ୍ ଦିଗରେ ଗତି କରୁଛି । ସେ କହିଛନ୍ତି ଯେ ବାନାର୍ଜୀଙ୍କ ସହ ଶତ୍ରୁଘ୍ନ ସିହ୍ନାଙ୍କ ସମ୍ପର୍କ ସର୍ବଦା ଭଲ ରହିଛି ।

   Related Posts