Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପିସିସି ସଭାପତି ଦୌଡରେ ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ନିଜେ କଲେ ସ୍ପଷ୍ଟ

14/10/2021 at 3:39 PM

କଳାହାଣ୍ଡି ୧୪।୧୦: ଓଡିଶା ପିସିସି ସଭାପତି ଦୌଡରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ନାଁର ଚର୍ଚ୍ଚା ମଧ୍ୟରେ ନିଜକୁ ସାମିଲ ନ କରିବାକୁ ସ୍ପଷ୍ଟ କଲେ ଖୋଦ୍ ଭକ୍ତ ଦାସ । ଗୁରୁବାର କଳାହାଣ୍ଡି ଭବାନୀପାଟଣାଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ପିସିସି ଦୌଡରେ ତାଙ୍କ ନାଁର ଚର୍ଚ୍ଚାକୁ ନେଇ ପ୍ରଶ୍ନ କରିଥିଲେ । ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ସେ ଏହି ଦୌଡରେ ନାହାନ୍ତି । ଏଆଇସିସି ଦେଇଥିବା ୨ ରାଜ୍ୟ ବିହାର ଓ ମିଜୋରାମର ଦାୟିତ୍ଵ ନିର୍ବାହର ଚ୍ୟାଲେଞ୍ଜ ପ୍ରାଧାନ୍ୟ ରହିବ । ହେଲେ ଓଡ଼ିଶାରେ କଂଗ୍ରେସ ସଂଗଠନ ସଜାଡିବାକୁ ନିଜ ଭୂମିକା ସବୁବେଳେ ଗୁରୁତ୍ବ ରହିବ ବୋଲି ପ୍ରକାଶ କରିଛନ୍ତି ।

   Related Posts