Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ବାପୁ ପରିଡା ଦାମ ରାଉତଙ୍କ ଘନିଷ୍ଠ- ‘କଂଗ୍ରେସ ନେତା ବାପି ସର୍ଖେଲ’

30/07/2018 at 12:26 PM

ବାପୁ ପରିଡା ଗିରଫ ପ୍ରସଙ୍ଗରେ କଂଗ୍ରେସ ନେତା ବାପି ସର୍ଖେଲ ମୁହଁ ଖୋଲିଛନ୍ତି । ଅଭିଯୁକ୍ତ ବାପୁ ପରିଡା ପାରାଦୀପ ବିଧାୟକ ଦାମ ରାଉତଙ୍କ ଘନିଷ୍ଠ । ପାରାଦୀପ ବନ୍ଦର ଓ ଶିଳ୍ପ ସଂସ୍ଥା ଗୁଡିକରୁ ଟେଣ୍ଡର ମାଧ୍ୟମରେ ଠିକା କାମକୁ ପ୍ରୋଟେକ୍ସନ ଦେବା ନାଁରେ ଦାମୋଦର ରାଉତ ଦୀର୍ଘବର୍ଷ ହେଲା ଟଙ୍କା ଆଦାୟ କରିଚାଲିଛନ୍ତି ବୋଲି ବାପି ସର୍ଖେଲ ଅଭିଯୋଗ କରିଛନ୍ତି । ପାରାଦୀପରେ ଦାମ କ୍ରାଇମ ସିଣ୍ଡିକେଟ୍ ଚଳାଉଥିବା ସେ ଅଭିଯୋଗ କରିଛନ୍ତି ।

   Related Posts