ବାପୁ ପରିଡା ଦାମ ରାଉତଙ୍କ ଘନିଷ୍ଠ- 'କଂଗ୍ରେସ ନେତା ବାପି ସର୍ଖେଲ'

Published By : Prameya-News7 Bureau | July 30, 2018 IST

ବାପୁ ପରିଡା ଗିରଫ ପ୍ରସଙ୍ଗରେ କଂଗ୍ରେସ ନେତା ବାପି ସର୍ଖେଲ ମୁହଁ ଖୋଲିଛନ୍ତି । ଅଭିଯୁକ୍ତ ବାପୁ ପରିଡା ପାରାଦୀପ ବିଧାୟକ ଦାମ ରାଉତଙ୍କ ଘନିଷ୍ଠ । ପାରାଦୀପ ବନ୍ଦର ଓ ଶିଳ୍ପ ସଂସ୍ଥା ଗୁଡିକରୁ ଟେଣ୍ଡର ମାଧ୍ୟମରେ ଠିକା କାମକୁ ପ୍ରୋଟେକ୍ସନ ଦେବା ନାଁରେ ଦାମୋଦର ରାଉତ ଦୀର୍ଘବର୍ଷ ହେଲା ଟଙ୍କା ଆଦାୟ କରିଚାଲିଛନ୍ତି ବୋଲି ବାପି ସର୍ଖେଲ ଅଭିଯୋଗ କରିଛନ୍ତି । ପାରାଦୀପରେ ଦାମ କ୍ରାଇମ ସିଣ୍ଡିକେଟ୍ ଚଳାଉଥିବା ସେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.