ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କଲେ କଂଗ୍ରେସ କର୍ମୀ, ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ

Published By : Prameya-News7 Bureau | December 04, 2019 IST

ଭୁବନେଶ୍ବର ୪।୧୨: ରାଜ୍ୟରେ ନାରୀ ନିର୍ଯାତନା ବଢୁଥିବା ପ୍ରତିବାଦରେ ଆଜି ପୁଣି ରାଜ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ରାଜରାସ୍ତାରେ କଂଗ୍ରସ କର୍ମୀ ପ୍ରତିବାଦ କରିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ବାସଭବନ ଘେରାଉ କରିବା ସହ ପୀଡିତାଙ୍କୁ ନ୍ୟାୟ ଦାବିରେ ନାରାବାଜି କରିଛି କଂଗ୍ରେସ ।

{"id":193747,"sizeSlug":"large"}

ଏପରିକି ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ କରିଛନ୍ତି କଂଗ୍ରେସ କର୍ମୀ । ସେଠାରେ ସେମାନଙ୍କୁ ପୋଲିସ ଅଟକ ରଖିଛି । ଗତକାଲି କଂଗ୍ରେସ କର୍ମୀ ନବୀନ ନିବାସ ଘରାଉ ପାଇଁ ଉଦ୍ୟମ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.