Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆସନ୍ତା କାଲି ମୟୂରଭଞ୍ଜରେ କଂଗ୍ରେସର ଜାଗରଣ ଯାତ୍ର।: ବିରୋଧ ଆଶଂକା

13/11/2018 at 7:23 PM

ଭୁବନେଶ୍ବର ୧୩|୧୧: ଆସନ୍ତା କାଲି ମୟୂରଭଞ୍ଜରେ କଂଗ୍ରେସ କରିବ ଓଡିଶା ଜାଗରଣ ଯାତ୍ର। ବରିଷ୍ଠ ନେତାମାନଙ୍କ ସହ ସକାଳେ ପସିସି ସଭାପତି ବସରେ ମୟୁରଭଞ୍ଜ ବାହାରିବେ । ମୟୁରଭଞ୍ଜରେ ସାଧରଣସଭା କରିବା ପରେ ନୀଳଗିରିରେ ସାଧରଣ ସଭା ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ନୀତି ଓ ପ୍ରତିଶ୍ରୁତି ପୁରଣ କରିବାରେ ବିଫଳ ହୋଇଥିବା ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଲୋକ ପାଖକୁ ଯିବ କଂଗ୍ରେସ । ତେବେ ଖବର ମିଳିଛି ମୟୂରଭଞ୍ଜରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଏକ ଗୋଷ୍ଠୀ ଏହାକୁ ବିରୋଧ କରିବ । ସେମାନଙ୍କ ଅଭିଯୋଗ ଯେ ଜିଲ୍ଲା କଂଗ୍ରେସ ସଦସ୍ୟମାନେ ଦେଇଥିବା ମତାମତ ନେଇ ଜିଲ୍ଲା କଂଗ୍ରେସ ସଭାପତି ଏବଂ ଜୋରନ ସଭାପତି ନିଯୁକ୍ତ ହୋଇନାହାନ୍ତି। ଯେଉଁମାନେ ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ସେମାନଙ୍କୁ ଜିଲ୍ଲାରେ ଦଳର ଦାୟିତ୍ବ ଦିଆଯାଇଛି। ଏନେଇ ବାରମ୍ବାର ସଭାପତିଙ୍କୁ ଭେଟି ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେଣୁ ଓଡିଶା ଜାଗରଣ ଯାତ୍ରାକୁ ବିରୋଧ କରିବା ସହ ଭୁବନେଶ୍ବର କଂଗ୍ରେସ ଭବନରେ ଧାରଣା ଦେବାକୁ ଚେତବନୀ ଦେଇଛନ୍ତି। ତେବେ ପିସିସି ସଭାପତି ନିରଂଜନ ପ୍ଚ୍ଚନାୟକ ଏହାକୁ ଅତି ହାଲକାଭାବେ ନେଇଛନ୍ତି ।

   Related Posts