Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ପଠାଇଲା ଉପହାର

26/01/2020 at 10:03 PM

ନୂଆଦିଲ୍ଲୀ୨୬/୧: ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ପଠାଇଲା ଉପହାର। କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ସମ୍ବିଧାନର ଏକ କପି ପଠାଯାଇଛି। ନାଗରିକତା ସଂଶୋଧନ ଆଇନ-ସିଏଏକୁ ପାର୍ଲାମେଣ୍ଟରେ ପାସ୍  କରାଇ ମୋଦି ସରକାର ଲାଗୁ କରାଇଥିବାରୁ କଂଗ୍ରେସ ପକ୍ଷରୁ ଏହାକୁ ପଠାଯାଇଛି।

ଏନେଇ କଂଗ୍ରେସ ପକ୍ଷରୁ ମଧ୍ୟ ଟ୍ବିଟ୍  କରାଯାଇଛି। ଏଥିରେ ଲେଖାଯାଇଛି ଯେ ଆଦରଣୀୟ ପ୍ରଧାନମନ୍ତ୍ରୀ, ଆପଣଙ୍କ ନିକଟରେ ଖୁବଶୀଘ୍ର ସମ୍ବିଧାନର ଏକ କପି ପହଞ୍ଚୁଛି। ଆପଣ ଦେଶକୁ ବିଭାଜନ କରିବାରୁ ଯେତେବେଳେ ସମୟ ପାଇବେ ସେତେବେଳେ ଏହାକୁ ପଢ଼ିବେ। ସମ୍ବିଧାନର କପିଟି ଆମାଜନ ପୋର୍ଟାଲରେ ବୁକ୍  କରାଯାଇଥିବା ଜଣାପଡ଼ିଛି। ତେବେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।

   Related Posts