Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଦଳିତଙ୍କୁ ପ୍ରସଂଗକୁ ନେଇ କଂଗ୍ରେସ ଭାଗ ଭାଗ: ନିରଂଜନଙ୍କ ପାଇଁ ଚାଲେଞ୍ଜ, କାହା ପ୍ରରୋଚନାରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କରିଛନ୍ତି ସମାନ୍ତରଳ ଦଳିତ ମଞ୍ଚ ? ଆଜି କଲେ ଶକ୍ତି ପ୍ରଦର୍ଶନ

10/11/2018 at 7:17 PM

ଭୁବନେଶ୍ବର ୧୦|୧୧: ଦଳିତଙ୍କୁ ପ୍ରସଂଗକୁ ନେଇ କଂଗ୍ରେସ ଭାଗ ଭାଗ। ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମୋହରା କରି ନିରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି ଦଳ ଭିତରେ ଥିବା ନିରଂଜନ ବିରୋଧୀ। ନିରଞ୍ଜନଙ୍କୁ ଚ୍ୟାଲେଂଜ କରି ସମାନ୍ତରଳ ଦଳିତଙ୍କ ମଞ୍ଜ ଠିଆ କରିଛନ୍ତି।  ଯାହା ଏବେ ଜଳ ଜଳ ଦିଶୁଛି। କଂଗ୍ରେସ ଏସସିସେଲ ଅଧ୍ୟକ୍ଷ ଦିଳିତ ନେତାଙ୍କୁ କଂଗ୍ରେସରେ ମିଶାଉଥିଲା ବେ​‌ଳେ ସେପଟେ କୃଷ୍ଣ ଚନ୍ଦ୍ର ସଗରିଆ ଇଡକଲ ଅଡିଟୋରିୟମରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତିା ଯେଉଁଥିପାଇଁ କଂଗ୍ରେସର କଳି ଏବେ ପଦାରେ ପଡିଛି। ଆଉ ଏପଟେ ଦୁହେଁ ନେତାଙ୍କୁ କଥା ବୁଲାଇବାକୁ ଚେଷ୍ଟା କରିଛନ୍ତି….

ଦଳିତ ନାଁରେ ଭାଗ ଭାଗ ହେଲା କଂଗ୍ରେସ। କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ମୋହରା କରି ନିରଞ୍ଜନକୁ ଟାର୍ଗେଟ କଲେ ବିରୋଧୀ। କୃଷ୍ଣଙ୍କୁ ଧରି ସମାନ୍ତରଳ ମଞ୍ଚ ବାନ୍ଧୁଛନ୍ତି ବିରୋଧୀ। ନାଁ ଖାଲି ଦଳିତ କିନ୍ତୁ ଟାର୍ଗେଟରେ ନିରଞ୍ଜନ। ଏପଟେ କଂଗ୍ରେସ ଭବନରେ ଏସସି ସେଲ ନୂଆ ଅଧ୍ୟକ୍ଷ  ବିଭୁ ତରାଇ ଏସ ସି ନେତାଙ୍କୁ  କଂଗ୍ରେସରେ ସାମିଲା କରିଥୁବାବେଳେ ସେପଟେ କୃଷ୍ଣ ଚନ୍ଦ୍ର ସଗରିଆ ସମାଜିକ ନ୍ୟାୟ ଅଭିଯାନ ମଞ୍ଚ ଗଢ଼ି ଆଲୋଚନା ଚକ୍ର କରିଛନ୍ତି। ଦଳିତ ନେତା ଏକାଠି କରିଛନ୍ତି। ଯାହା ସିଧା ନିରଞ୍ଜନଙ୍କୁ ଟକ୍କର ଦେଲା ଭଳି କାର୍ଯ୍ୟକ୍ରମ ହୋଇଛି। କିନ୍ତୁ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି  ଦଳୀୟ ଫୋରମରେ କଲେ ସବୁ ଦଳିତ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି ହୋଇନଥାନ୍ତେ।

କୃଷ୍ଣ ଚନ୍ଦ୍ର ସଗରିଆଙ୍କ ଏସସି ସେଲ ଅଧ୍ୟକ୍ଷ ପଦରୁ ଅପସାରିତ କରିବା ପରେ ଦଳିତଙ୍କୁ କେନ୍ଦ୍ର କରି ବାରମ୍ବାର ନିରଞ୍ଜନଙ୍କୁ ଟାର୍ଗଟ କରି ବର୍ଷିଛନ୍ତି। ଏପଟେ କୁନ୍ଦୁଲି ପ୍ରସଙ୍ଗରେ ବିଧାୟକ ପଦରୁ ଇସ୍ତଫା ଦେବା ପୂର୍ବରୁ ପିସିସି ସଭାପତିଙ୍କ ସହିତ ଆଲୋଚନା କରିନଥି​‌ଲେ କୃଷ୍ଣ। ତେଣୁ ଏବେ ପୁଣି କଂଗ୍ରେସ ଥାଇ  ସାମଜିକ ନ୍ୟାୟ ଅଭିଯାନ ମଞ୍ଚ ଗଢ଼ି ସମାନ୍ତରଳ ସଭା କରୁଛନ୍ତି। ଯାହାର ଖବରକି ପିସିସି ମୁଖିଆ ପାଖରେ ନାହିଁ। କିନ୍ତୁ ମୁଖିଆ ସବୁ ଜଣିଥିଲେ ବି କହିଛନ୍ତି କୃଷ୍ଣ ଏପରି ସଭା କଂଗ୍ରେସ ଉପରେ କୌଣସି ପ୍ରଭାବ ପକାଇବା ନାହିଁ।

ଦଳିତକୁ ପ୍ରସଂଗକୁ ନେଇ କଂଗ୍ରେସ ଭାଗ ଭାଗ। କୃଷ୍ଣ ଚନ୍ଦ୍ର ସଗରିଆଙ୍କ ଏସସି ସେଲ ଅଧ୍ୟକ୍ଷ ପଦରୁ  ହଟିବା ପରେ ନିରଞ୍ଜନଙ୍କୁ ଟାର୍ଗେଟ କରି ନିରଞ୍ଜନ ବିରୋଧୀ। ତେଣୁ ପିସିସି ସଭାପତି ବଦଳିଲେ କଂଗ୍ରେସରୁ ପୁରୁଣା ରୋଗ ଯାଇନି।

କିନ୍ତୁ ନିରଞ୍ଜନ କହିଛନ୍ତି  ଏଶହା କୌରସି ପ୍ରଭାବ ପକାଇବ ନାହିଁ। କଂଗ୍ରେସ ତା ଫୋରମରେ ଦଳିତଙ୍କୂ ପାଇଁ ଲଢ଼ିବ।

   Related Posts