୨ ଲୋକସଭା ଓ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Published By : Prameya-News7 Bureau | April 03, 2019 IST

୨ଟି ଲୋକସଭା ଓ ୯ଟି ବିଧାନସଭା ପାଇଁ କଂଗ୍ରେସ ତାଲିକା ପ୍ରକାଶ ପାଇଛି । କଟକ ଲୋକସଭା ଆସନରୁ ପଞ୍ଚାନନ କାନୁନଗୋଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଯାଜପୁରରୁ ଲୋକସଭା ଆସନରୁ ମାନସ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି । ସେହିଭଳି ବାଲେଶ୍ୱର ବିଦାନସଭା ଆସନରୁ ମାନସ ଦାସ ପଟ୍ଟନାୟକ, ଧର୍ମଶାଳାରୁ ସ୍ମୁତିରେଖା ପହି, ଯାଜପୁରରୁ ସନ୍ତୋଷ କୁମାର ନନ୍ଦ, ହିନ୍ଦୋଳରୁ ତ୍ରିନାଥ ବେହେରା, କାମାକ୍ଷାନଗରରୁ ଭବାନୀଶଙ୍କର ମହାପାତ୍ର, ବଡ଼ମ୍ୱାରୁ ବବି ମହାନ୍ତି, ପାରାଦୀପରୁ ଅରିନ୍ଦମ ସର୍କେଲ୍, ପିପିଲିରୁ ଯୁଦିଷ୍ଟିର ସାମନ୍ତରାୟ, ବେଗୁନିଆରୁ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.