ଆଜି ସନ୍ଧ୍ୟାରେ କଂଗ୍ରେସର ସିଇସି ବୈଠକ ବସିବ
22/03/2019 at 2:42 PM

ନୂଆଦିଲ୍ଲୀ ୨୨|୩ : ଆଜି ସନ୍ଧ୍ୟାରେ କଂଗ୍ରେସର ସିଇସି ବୈଠକ ବସିବ । ସଂଧ୍ୟା ସାଢେ ୬ଟାରେ ସୋନିଆ ଗାନ୍ଧିଙ୍କ ବାସଭବନରେ ସିଇସି ବୈଠକ ବସିବ । ହେଲେ ଏହା ପୂର୍ବରୁ ସ୍କ୍ରିନିଂ କମିଟି ବୈଠକ ଚାଲିଛି । ଏଥିରେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡାନ୍ତ ପ୍ରାର୍ଥୀ ତାଲିକା ନେଇ ଆଲୋଚନା ହେଉଛି । ଏହା ସହ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ ବାକି ଥିବା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ବୈଠକରେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଦୀପ ମାଝୀ ଉପସ୍ଥିତ ଅଛନ୍ତି ।
Related Posts
ଜାଗର ଦିନ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ
4 March 2021