ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଖୋଜା

19/08/2018 at 8:55 AM

ଭୁବନେଶ୍ୱର ୧୯/୮ : ପ୍ରଦେଶ ଇଲେକ୍ସନ କମିଟି ବୈଠକ ଶେଷ ହୋଇଛି | ବୈଠକ ପରେ ପିସିସି ସଭାପତି ସୂଚନା ଦେଇଛନ୍ତି ଯେ, ବୁଥ ସ୍ତରରେ ୩ ଜଣିଆ କମିଟି ଗଠନ କରାଯିବ,କମିଟିରେ ୨ ଜଣ ଏଜେଣ୍ଟ ଓ ଜଣେ ବୁଥସ୍ତରୀୟ ପ୍ରେସିଡେଣ୍ଟ ରହିବେ |
ସେମାନେ ଆଜିଠାରୁ କଂଗ୍ରେସ, ବିଜେଡି ଓ ନିରପେକ୍ଷ ଭୋଟର କିଏ ଚୟନ କରିବେ | ଏମାନଙ୍କୁ ତାଲିମ ଦେବାକୁ ରାଜସ୍ଥାନରୁ ୩ ଜଣିଆ ଟିମ୍ ଆସିଛନ୍ତି | ଏମାନଙ୍କୁ ମୋ ବୁଥ ମୋ ଗୌରବ ଟ୍ରେନିଂ ଦିଆଯିବ |
୩୬ ହଜାର ବୁଥ୍ ରେ ଏହି କମିଟି ଗଠନ ହେବ | ସେପ୍ଟେମ୍ବର ୩୦ ସୁଦ୍ଧା ଟ୍ରେନିଂ ସରିବ |

   Related Posts