Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

୧୫ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ

12/03/2019 at 12:09 PM

ଭୁବନେଶ୍ୱର ୧୨/୩ : ଆସିଲା ୧୫ଟି ଲୋକସଭା ଆସନ ପାଇଁ ତାଲିକା। ପ୍ରଥମ ସ୍କ୍ରିନିଂ କମିଟି ବୈଠକରେ ଅନେକ ଘମାଘୋଟ ପରେ ତାଲିକା ଚୂଡାନ୍ତ ହୋଇଛି। କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବିଳମ୍ବିତ ରାତିରେ ଏହି ନାଁଗୁଡ଼ିକୁ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ପାଖକୁ ପଠାଇଛି । ରାହୁଲ ଗାନ୍ଧିଙ୍କ ଅନୁମୋଦନ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ। କୋରାପୁଟ, କନ୍ଧମାଳ ଓ ସମ୍ବଲପୁରରେ ଅଙ୍କ ଛିଣ୍ଡି ପାରିନାହିଁ । ସେଠାରୁ ଦୁଇଜଣଙ୍କ ଲେଖାଏଁ ନାଁ ପଠାଯାଇଛି । ୧୫ଟି ଲୋକସଭା ସମେତ ୧୦୭ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଉପରେ ବି ଆଲୋଚନା ହୋଇଛି । ଆସନ୍ତା ୧୬ ତାରିଖରେ ସ୍କ୍ରିନିଂ କମିଟିର ଦ୍ବିତୀୟ ବୈଠକରେ ତାଲିକା ଚୂଡ଼ାନ୍ତ ହେବ ।


ସିଇସିକୁ ଯାଇଥିବା ୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକା :
କଳାହାଣ୍ଡି- ଭକ୍ତ ଦାସ
ନବରଙ୍ଗପୁର- ପ୍ରଦୀପ ମାଝୀ
କୋରାପୁଟ- ସପ୍ତଗିରି ଉଲାକା/ମେରୀ ସୋରେନ୍
ବ୍ରହ୍ମପୁର- ଚନ୍ଦ୍ରଶେଖର ନାଇଡୁ
ଭଦ୍ରକ- ଅନନ୍ତ ସେଠୀ
କନ୍ଧମାଳ- ମନୋଜ ଆଚାର୍ଯ୍ୟ/ ଚନ୍ଦ୍ରଶେଖର ପରିଡ଼ା
ସୁନ୍ଦରଗଡ଼- ଜର୍ଜ ତିର୍କୀ
କଟକ- ପଞ୍ଚାନନ କାନୁନଗୋ
ସମ୍ବଲପୁର- ଶରତ ପଟ୍ଟନାୟକ/ଅମର ପ୍ରଧାନ
ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର
ପୁରୀ- ସୁଚରିତା ମହାନ୍ତି
ଢ଼େଙ୍କାନାଳ- କେ.ପି. ସିଂହଦେଓ /ରାମଚନ୍ଦ୍ର ଖୁଣ୍ଟିଆ
କେନ୍ଦୁଝର- ସନାତନ ମହାକୁଡ଼
ଭୁବନେଶ୍ବର- ସିପିଏମ୍(ମେଣ୍ଟ)
ଆସ୍କା- ସିପିଆଇ(ମେଣ୍ଟ)

   Related Posts