କଂଗ୍ରେସ ବନ୍ଦ ଡାକରା ବିରୋଧରେ ହାଇକୋର୍ଟରେ ମାମଲା, ବନ୍ଦ ଡାକରାକୁ ବେଆଇନ ଘୋଷଣା କରିବାକୁ ଆବେଦନ

Published By : Prameya-News7 Bureau | November 11, 2021 IST

ଭୁବନେଶ୍ବର ୧୧୧୧: କଂଗ୍ରେସର ବନ୍ଦ ଡାକରାକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାୟର ହୋଇଛି । ଗୁରୁବାର ଅପରାହ୍ନ ୪ଟାରେ ହାଇକୋର୍ଟ ଆବେଦନର ଶୁଣାଣି କରିବେ । କଂଗ୍ରେସର ବନ୍ଦ ଡାକରାକୁ ବେଆଇନ ଘୋଷଣା କରିବାକୁ ଆବେଦନ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଏହି ବନ୍ଦ ଡାକରା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.