ତୈଳ ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି କଂଗ୍ରେସର ଭାରତ ବନ୍ଦ ଡାକରା

Published By : Prameya-News7 Bureau | September 09, 2018 IST

ତୈଳ ଦର ବୃଦ୍ଧିକୁ ବିରୋଧ କରି ସରିଲା ବିଜେଡିର ତିନି ଦିନିଆ ପ୍ରତିବାଦ । କାଲି କଂଗ୍ରେସର ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ ତିନିଟା ଯାଏ ସାରା ରାଜ୍ୟରେ ଚକାବନ୍ଦ କରିବ କଂଗ୍ରେସ । ବନ୍ଦକୁ ବାମ ଦଳ ସମର୍ଥନ କରୁଥିବାବେଳେ ବିଜେଡି ପ୍ରତିବାଦ ସପକ୍ଷରେ ଥିବାବେଳେ ବନ୍ଦ ଠିକ ନୁହେଁ ବୋଲି କହିଛି । ଆଉ ବିଜେପିର ଆରୋପ ଉଭୟ କଂଗ୍ରେସ ଓ ବିଜେଡି ରାଜନୈତିକ ଫାଇଦା ପାଇଁ ବନ୍ଦ ପାଳୁଛନ୍ତି । ସେପେଟେ ଟ୍ବିଇନ୍ ସିଟିରେ ବନ୍ଦ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ । ସାରାଦେଶରେ କଂଗ୍ରେସ ଦେଇ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.