କମଲ ନାଥ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ
13/12/2018 at 11:54 PM

ମଧ୍ୟପ୍ରଦେଶ ୧୩/୧୨ : ମଧ୍ୟପ୍ରଦେଶରେ କମଲ ନାଥ ହେବେ ମୁଖ୍ୟମନ୍ତ୍ରୀ । କଂଗ୍ରେସ କାର୍ଯ୍ୟାଳୟରେ ଘୋଷଣା । ଦିଲ୍ଲୀରୁ ଫେରିବା ପରେ ପାର୍ଟି କାର୍ଯ୍ୟାଳୟରେ ଘୋଷଣା ହେଲା । କେହି ଉପ ମୁଖ୍ୟମନ୍ତ୍ରୀ ରହିବେ ନାହିଁ । ଭୋପାଳରେ କମଲ ନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକରେ ଏହି ଘୋଷଣା ହୋଇଛି । କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି କମଲ ନାଥଙ୍କ ନାଁରେ ମୋହର ଲଗାଇଛନ୍ତି । କମଲ ନାଥ ହିଁ ମଧ୍ୟପ୍ରଦେଶର ମଙ୍ଗ ସମ୍ଭାଳିବେ ।
Related Posts
ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧
16 January 2021