ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡି ମଧ୍ୟରେ ମେଣ୍ଟ
25/11/2019 at 11:47 PM

ରାଞ୍ଚି – ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ , ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡି ଏଥର ମେଣ୍ଟ କରିଛନ୍ତି । ବିଜେପିକୁ ମୁକାବିଲା କରିବା ପାଇଁ ଏହି ଦୁଇ ଦଳ ମେଣ୍ଟ କରିଛନ୍ତି ।
ଏବେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ୪୨ଟି ଆସନରେ ଓ କଂଗ୍ରେସ ୩୦ ଆସନରେ ନିର୍ବାଚନ ଲଢିବ । ଏଥିପାଇଁ ଦୁଇ ଦଳ ବୁଝାମଣା କରିଛନ୍ତି । ଏହାର ଘୋଷଣା ଖୁବ ଶୀଘ୍ର କରାଯିବ । ଆର୍ଜେଡି ମଧ୍ୟ ଏହି ଦୁଇ ଦଳ ସହ ମିଶିକରି ନିର୍ବାଚନ ଲଢିବ ।