Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଣ ଦୁଷ୍କର୍ମ ବିରୋଧରେ ପ୍ରଦର୍ଶନ- ଭୁବନେଶ୍ୱର ଶିଶୁ ଭବନ ଛକରେ ପୁଲିସ କଂଗ୍ରେସ କର୍ମୀ ଧସ୍ତାଧସ୍ତି,ରାସ୍ତାରେ ବସିଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର ୦୨।୧୨ – ଭୁବନେଶ୍ୱରର ଶିଶୁ ଭବନ ଛକ ନିକଟରେ ପୁଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି । କଂଗ୍ରେସ କର୍ମୀମାନେ କ୍ୟାଣ୍ଡେଲ ରାଲି କରି ନବୀନ ନିବାସ ଆଡକୁ ଯାଉଥିବା ବେଳେ ସେମାନଙ୍କୁ ପୁଲିସ ଅଟକାଇବା ପାଇଁ ଚେଷ୍ଟା କରିଥିଲା । ଏହାପରେ ପୁଲିସ ଏ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ କଂଗ୍ରେସ କର୍ମୀ ରାସ୍ତାରେ ବସି ବିରୋଧ ପ୍ରଦର୍ଶନ କରିଥିଲେ ।

ପୁରୀରେ ମଧ୍ୟ କଂଗ୍ରେସ କର୍ମୀମାନେ ଥାନା ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ । ପୁରୀ କୁମ୍ଭାରପଡା ଥାନା ନିକଟରେ ଅଧିକ ପୁଲିସ ବଳ ମୁତୟନ କରାଯାଇଛି ।

188 Views

   ସମ୍ବନ୍ଧିତ ଖବର