ଜି.ଉଦୟଗିରିରେ କଂଗ୍ରେସର ନିର୍ବ।ଚନୀ ପ୍ରଚାର : ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ଓ ବିଧାନସଭା ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କ ବାଇକ ରାଲି
8/04/2019 at 10:30 AM

ଜି.ଉଦୟଗିରି ୮/୪ : ନିର୍ବ।ଚନ ଯେତିକି ପାଖୋଉଛି ଭୋଟ ପ୍ରଚାର ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି। ଦିନରାତି ଏକ କରି ନେତାଏ ପ୍ରଚାରରେ ଲାଗିପଡିଛନ୍ତି । ଭୋଟରଙ୍କୁ କିଭଳି ମନାଇବେ ସନେଇ ବିଭିନ୍ନ ରଣକୋୈଶଳ ବି ଚଳାଇଛନ୍ତି । ଗତକାଲି କଂଗ୍ରେସ ଦଳପକ୍ଷରୁ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ଓ ଜି.ଉଦୟଗିରି ବିଧାନସଭା ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ଜି.ଉଦୟଗିରି ଏନଏସିରେ ବାଇକ ରାଲି କରିବା ସହ ସାହି ସାହି ବୁଲି ଭୋଟ ପ୍ରଚାର କରିଛନ୍ତି । ଆଉ ନିର୍ବ।ଚନରେ ନିଶ୍ଚୟ ବିଜୟ ହବେ ବୋଲି କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ କହିଛନ୍ତି ।
Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021