କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Published By : Prameya-News7 Bureau | October 10, 2020 IST

ଚଣ୍ଡିଖୋଲ୧୦/୧୦: କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଥିବା ଭବାନୀ ଶଙ୍କର ମହାପାତ୍ରଙ୍କୁ ନିଜ ଗ୍ରାମ ତଥା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ଗ୍ରାମବାସୀଙ୍କ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।

{"id":341906,"sizeSlug":"large"}

ଏହି ସମ୍ବର୍ଦ୍ଧନାସଭା ଅବସରରେ ସେ କହିଛନ୍ତି ଯେ, ଗାଁ ମାଟି ପାଇଁ କିଛି କରିବା ପାଇଁ ସ୍ବପ୍ନ ଦେଖିଛନ୍ତି। ସେ କେବେ ଗାଁ ମାଟିକୁ ଭୁଲି ନାହାଁନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

{"id":341907,"sizeSlug":"large"}

ଏହା ସ୍ଥାନୀୟ ଅଞ୍ଚଳର ବହୁ ଲୋକେ ଏକତ୍ରିତ ହୋଇ କରତାଳି ମାଧ୍ୟାମରେ ଉତ୍ସାହିତ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.