Sunday, February 17, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

Conflict between two sects of people in Tattadapalli Village

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଆଁରେ ଘଟିଛି ଗୋଷ୍ଠି ସଂଘର୍ଷ। ଉଭୟ ଗୋଷ୍ଠିର ୮ଜଣ ଆହାତ ହୋଇଥିବା ବେଳେ ଏବେ ମଧ୍ୟ ଗାଆଁରେ ଲାଗି ରହିଛି ଅଶାନ୍ତର ବାତାବରଣ। ସେପଟେ ଗାଆଁରେ ଶାନ୍ତ ବାତାବରଣ ସୃଷ୍ଟି କରିବା ସହ ନ୍ୟାୟ ପ୍ରଦାନ ପାଇଁ ଏସ୍.ପିଙ୍କ ନିକଟରେ ଫେରାଦ୍ ହେଲେ ଗ୍ରାମବାସୀ।

206 Views

   ସମ୍ବନ୍ଧିତ ଖବର