ଭୁବନେଶ୍ୱର ବିଜେବି କଲେଜରେ ଗେ।ଷ୍ଠୀ ସଂଘର୍ଷ

Published By : Prameya-News7 Bureau | August 20, 2018 IST

ଭୁବନେଶ୍ବର ବିଜେବି କଲେଜରେ ଗେ।ଷ୍ଠୀ ସଂଘର୍ଷ । କଲେଜରେ ଗେ।ଷ୍ଠୀ ସଂଘର୍ଷରେ ୨ ଗେ।ଷ୍ଠୀର ୧୨ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଉଭୟ ପକ୍ଷରୁ ବଡଗଡ ଥାନାରେ ଏତଲା ଦିଆଯାଇଛି । ଘଟଣା ଉପରେ ନଜର ରଖିଛନ୍ତି କଲେଜ କର୍ତ୍ତୃପକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.