Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱର ବିଜେବି କଲେଜରେ ଗେ।ଷ୍ଠୀ ସଂଘର୍ଷ

20/08/2018 at 4:53 PM

ଭୁବନେଶ୍ବର ବିଜେବି କଲେଜରେ ଗେ।ଷ୍ଠୀ ସଂଘର୍ଷ । କଲେଜରେ ଗେ।ଷ୍ଠୀ ସଂଘର୍ଷରେ ୨ ଗେ।ଷ୍ଠୀର ୧୨ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଉଭୟ ପକ୍ଷରୁ ବଡଗଡ ଥାନାରେ ଏତଲା ଦିଆଯାଇଛି । ଘଟଣା ଉପରେ ନଜର ରଖିଛନ୍ତି କଲେଜ କର୍ତ୍ତୃପକ୍ଷ ।

   Related Posts