ମାଲକାନଗିରିରେ ପ୍ରବଳ ବର୍ଷା ; ନଦୀ ପୋଲ ଉପରେ ୩ଫୁଟର ପାଣି

Published By : Prameya-News7 Bureau | August 15, 2018 IST

ମାଲକାନଗିରି ୧୫/୮ : ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ପୋଲରେ ପାଣି ପ୍ରବାହିତ ହେଉଛି । ବଣ୍ଡାଘାଟିଠାରେ ପାହାଡ ଧସିଯାଇଛି । ସ୍ବାଧୀନତା ଦିବସରେ ଯୋଗ ଦେବାକୁ ଯାଉଥିବା ଶିକ୍ଷକଙ୍କ ବାଇକ୍ ମଧ୍ୟ ପାଣିରେ ଭାସିଯାଇଛି । ଏମଭି-୩୭, କୋରକୁଣ୍ଡା ନଦୀ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି-ବାଲିମେଳାକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.