Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଭାରତକୁ ମିଳିଲା ୬ ଗୋଲ୍ଡ ମେଡାଲ

14/04/2018 at 9:28 AM

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଭାରତକୁ ମିଳିଲା ୬ ଗୋଲ୍ଡ ମେଡାଲ
ମେରିକମ, ସଂଜୀବ ରାଜପୁତ, ଗୌରବ ସୋଲଙ୍କି, ନିରଜ ଚୋପ୍ରା, ସୁମିତ ଭାରତକୁ ଆଣିଦେଇଛନ୍ତି ସ୍ଵର୍ଣ
ରାଇଫଲରେ ସଂଜୀବ ରାଜପୁତ, ବକ୍ସିଂରେ ଗୌରବ ସୋଲଙ୍କି, ଜାଭେଲିନରେ ନିରଜ ଚୋପ୍ରା, କୁସ୍ତିରେ ସୁମିତ ମଲ୍ଲିକ ସ୍ଵର୍ଣ ପଦକ ହାତେଇଛନ୍ତି
ମୋଟ ୫୧ ପଦକ ସହ ତୃତୀୟ ସ୍ଥାନରେ ଭାରତ

Leave a Reply

   Related Posts