ଏଣିକି ଲାଗୁ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା

Published By : Prameya-News7 Bureau | December 10, 2019 IST

ଭୁବନେଶ୍ବର ୧୦।୧୨: ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ସମସ୍ତ ବିଶ୍ବବିଦ୍ୟାଳୟ ପାଇଁ ଲାଗୁ ହେବ ଏହି ନିୟମ । ଭୁବନେଶ୍ବରରେ ଅନୁଷ୍ଠିତ କୁଳପତି ସମ୍ମିଳନୀ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.