ଝାରପଡା ଜେଲ୍‌ରେ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ

Published By : Prameya-News7 Bureau | March 28, 2019 IST

ଭୁବନେଶ୍ବର ୨୮|୩ : ଝାରପଡା ଜେଲ୍‌ରେ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କ ନେତୃତ୍ବରେ ଜେଲ୍ ରେ ଚଢାଉ କରାଯାଇଛି । ଚଢାଉରେ ଲକ୍ଷ୍ମୀସାଗର ପୋଲିସ ଓ କମିଶନରେଟ୍ ପୋଲିସର ସ୍ପେଶାଲ ଟିମ୍ ସାମିଲ ହୋଇଛନ୍ତି । ନିର୍ବାଚନ ସମୟରେ ଏହା ଏକ ପାରମ୍ପରିକ ଚଢାଉ ବୋଲି କହିଲେ ଡିସିପି ଅନୁପ ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.