ପ୍ରେମ ପ୍ରତାରଣା ଅଭିଯୋଗରେ CRPFର ଜଣେ SIଙ୍କୁ ଡେରାଡୁନ୍‌ରୁ ଗିରଫ କଲା କମିଶନରେଟ୍ ପୋଲିସ

Published By : Prameya-News7 Bureau | February 03, 2020 IST

ଭୁବନେଶ୍ବର୩/୨: ପ୍ରେମ ପ୍ରତାରଣା ଅଭିଯୋଗରେ CRPFର ଜଣେ SIଙ୍କୁ ଡେରାଡୁନ୍‌ରୁ ଗିରଫ କରିଛି କମିଶନରେଟ୍  ପୋଲିସ । ଗିରଫ ସବ୍  ଇନସପେକ୍ଟରଙ୍କ ନାଁ ଭୁପିନ୍ଦର ସିଂ । ସେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପରେ ନୟାପଲ୍ଲୀ ଥାନା ପୋଲିସ ଡେରାଡୁନ୍ ଯାଇ ସଂପୃକ୍ତ CRPF ଏସଆଇଙ୍କୁ ଗିରଫ କରିଥିବା କହିଛନ୍ତି ଡିସିପି ଅନୁପ ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.