Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାଜଧାନୀରେ ଜୋରଦାର ପୋଲିସ ଚେକିଂ : ମନ୍ଦିରରେ ଶ୍ରଦ୍ଧାଳୁଙ୍କଠାରୁ ଫାଇନ୍, ଉଠାଇନେଲେ ଆମାନିଆଙ୍କ ଗାଡି

26/06/2021 at 12:02 PM

ଭୁବନେଶ୍ବର ।୬: ରାଜଧାନୀରେ ସନ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ସକାଳୁ ସକାଳୁ କମିଶନରେଟ୍ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି । ଚିନ୍ତାମଣୀଶ୍ବର ମନ୍ଦିରର ଭକ୍ତଙ୍କୁ ତାଗିଦ କରିବା ସହ ଜରିମନା ଆଦାୟ କରିଛି ପୋଲିସ । ସକାଳୁ ସକାଳୁ ମନ୍ଦିର ଖୋଲା ହୋଇଥିବାରୁ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ଚେକିଂ ବେଳେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

କେବଳ ଏତିକି ନୁହେଁ ଆଉ ମିଠା ଦୋକାନ ଉପରେ ମଧ୍ୟ ପୋଲିସ ଚଢ଼ାଉ କରିଛି । ସଟଡାଉନରେ ଦୋକାନ ଖୋଲି ଜଣେ ବ୍ୟବସାୟୀ ବିକ୍ରି କରୁଥିବା ବେଳେ ଜୋରିମନା ସହ ଦୋକାନ ସିଲ୍ କରିଛି ପୋଲିସ । ସେହିପରି ବିଜେବି ନଗରରେ ଅମାନିଆମାନେ ବୁଲୁଥିବା ଦେଖି ପୋଲିସ ସେମାନଙ୍କୁ ଗୋଡାଇଥିଲା । ପୋଲିସକୁ ଦେଖି ବାଇକ୍ ଛାଡି ସମସ୍ତେ ଦୌଡି ପଳାଇଥିଲେ । ବାଇକକୁ  ଜବତ କରିଛି ପୋଲିସ ।

   Related Posts